ରାଜଧାନୀରେ କରୋନାର ଭୟଙ୍କର ସ୍ଥିତି : ୨୯ ଦିନରେ ବଢ଼ିଲେ ୨୧୭୦

ଦିନକରେ ୧୩୭ ପଜିଟିଭ୍ ଚିହ୍ନଟ, ଅସମ୍ଭାଳ କଲାଣି ବସ୍ତି ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ସ୍ଥିତିରେ ବଢ଼ି ଚାଲିଛି କରୋନା। ଜୁଲାଇ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୨୧୭୦ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏଥିରେ ୬୬୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଯାହାର ହାର ରହିଛି ୩୦ ପ୍ରତିଶତ। ସେମାନଙ୍କ ମଧ୍ୟରୁ କେତେଜଣ ହଟ୍‌ସ୍ପଟ୍‌ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଅଧିକାଂଶ କେଉଁ ପରିସ୍ଥିତିରେ ସଂକ୍ରମିତ … Continue reading ରାଜଧାନୀରେ କରୋନାର ଭୟଙ୍କର ସ୍ଥିତି : ୨୯ ଦିନରେ ବଢ଼ିଲେ ୨୧୭୦